ରତ୍ନଗିରି ଠାରେ ଜାତୀୟ ଚିତ୍ରକଳା କର୍ମସାଳା ଉଦଯାପିତ
ରତ୍ନଗିରି ଠାରେ ଜାତୀୟ ଚିତ୍ରକଳା କର୍ମସାଳା ଉଦଯାପିତ
ବରୀ, ୧୩/୦୧ (ଆ.ପ୍ର) : ପ୍ରସିଦ୍ଧ ବୌଦ୍ଧପିଠ ରତ୍ନଗିରି ଠାରେ ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଚାଲିଥୁବା ତିନି ଦିନିଆ ଜାତିୟ ଚିତ୍ରକଳା କର୍ମଶାଳା ସୋମବାର ପୂର୍ବାହ୍ନରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ପ୍ରଦିପ ପ୍ରଜ୍ଜଳନ କରିବା ପରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗଦେଇଥିବା ଚିତ୍ରସିଦ୍ଧି ମାନଙ୍କୁ ପୁଷ୍ପ ଗୁଚ୍ଛ ଉତରୀୟ ପ୍ରଦାନ କରି ବିଧାୟକ ସମ୍ବଦ୍ଧିତ କରିଥିଲେ । ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀର କର୍ମକର୍ତା ମାନେ ବିଭିନ୍ନ ଅସୁବିଧା ଯଥା ଗ୍ୟାଲେରୀ
ପାଇଁ ପର୍ଯ୍ୟାପ୍ତ ଘର ନଥିବାରୁ ସରକାରଙ୍କ ତରଫରୁ ନୂତନ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଉତରରେ ବିଧାୟକ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଆସନ୍ତା ବର୍ଷର କାର୍ଯକ୍ରମ ପୂର୍ବରୁ ଏହାର ସମାଧାନ ହୋଇଯିବ । ଆର୍ଟ ଗ୍ୟାଲେରୀର କର୍ମକର୍ତା ଦିବାକର ମଲିକ, ବିଶିଷ୍ଟ କଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ ଓ ମୋନାଲିସା ଚୌଧୁରୀ କହିଥିଲେ ଯେ ଆସନ୍ତା ବର୍ଷ ଏଠାରେ ଆନ୍ତର୍ଜାତୀୟ ଚିତ୍ରକଳା କର୍ମଶାଳା ଆୟୋଜନ କରାଯିବାକୁ ଉଦ୍ୟମ କରାଯିବ । ଲର୍ଡବୁଦ୍ଧ ଆର୍ଟ ଗ୍ୟାଲେରୀର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Posted by: Unknown
|| Posted time: 01/14/2025 10:43:39 AM
ରତ୍ନଗିରି ଠାରେ ଜାତୀୟ ଚିତ୍ରକଳା କର୍ମସାଳା ଉଦଯାପିତ
ରତ୍ନଗିରି ଠାରେ ଜାତୀୟ ଚିତ୍ରକଳା କର୍ମସାଳା ଉଦଯାପିତ
ବରୀ, ୧୩/୦୧ (ଆ.ପ୍ର) : ପ୍ରସିଦ୍ଧ ବୌଦ୍ଧପିଠ ରତ୍ନଗିରି ଠାରେ ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଚାଲିଥୁବା ତିନି ଦିନିଆ ଜାତିୟ ଚିତ୍ରକଳା କର୍ମଶାଳା ସୋମବାର ପୂର୍ବାହ୍ନରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ପ୍ରଦିପ ପ୍ରଜ୍ଜଳନ କରିବା ପରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗଦେଇଥିବା ଚିତ୍ରସିଦ୍ଧି ମାନଙ୍କୁ ପୁଷ୍ପ ଗୁଚ୍ଛ ଉତରୀୟ ପ୍ରଦାନ କରି ବିଧାୟକ ସମ୍ବଦ୍ଧିତ କରିଥିଲେ । ଲର୍ଡ ବୁଦ୍ଧ ଆର୍ଟ ଗ୍ୟାଲେରୀର କର୍ମକର୍ତା ମାନେ ବିଭିନ୍ନ ଅସୁବିଧା ଯଥା ଗ୍ୟାଲେରୀ
ପାଇଁ ପର୍ଯ୍ୟାପ୍ତ ଘର ନଥିବାରୁ ସରକାରଙ୍କ ତରଫରୁ ନୂତନ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଉତରରେ ବିଧାୟକ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଆସନ୍ତା ବର୍ଷର କାର୍ଯକ୍ରମ ପୂର୍ବରୁ ଏହାର ସମାଧାନ ହୋଇଯିବ । ଆର୍ଟ ଗ୍ୟାଲେରୀର କର୍ମକର୍ତା ଦିବାକର ମଲିକ, ବିଶିଷ୍ଟ କଳା ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ ଓ ମୋନାଲିସା ଚୌଧୁରୀ କହିଥିଲେ ଯେ ଆସନ୍ତା ବର୍ଷ ଏଠାରେ ଆନ୍ତର୍ଜାତୀୟ ଚିତ୍ରକଳା କର୍ମଶାଳା ଆୟୋଜନ କରାଯିବାକୁ ଉଦ୍ୟମ କରାଯିବ । ଲର୍ଡବୁଦ୍ଧ ଆର୍ଟ ଗ୍ୟାଲେରୀର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Posted by: Chinmaya Rout
|| Posted time: 01/14/2025 10:41:48 AM
New Year's Day
New Year's Day is a holiday Celebrated in many countries around the world on January 1st each year. People celebrate the beginning of a brand new year on New Year's Eve, the night before January 1
People celebrate this exciting holiday in many different ways. Some people dress up and go to fancy parties with friends and family. Many people watch fireworks and make special toasts.
The most famous New Year's party in the United States of America is in New York City. Thousands of people gather in Times Square. A large ball is lowered beginning at 11:59. People count down the last minute before midnight.
Many people like to make New Year's resolutions, or changes to make in the new year. How will you celebrate New Year's Day?
Posted by: Subhashree Rout
|| Posted time: 01/02/2025 10:16:10 PM
*ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ।*
*ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ।*
ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି।
ନୂତନ ଶିକ୍ଷାନୀତି (ନୂତନ ଶିକ୍ଷା ନୀତି-2023)ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:
*5 ବର୍ଷ ମୌଳିକ ବା ଆଧାରଭୂତ(basic) ଶିକ୍ଷା।*
1. ନର୍ସରୀ @ 4 ବର୍ଷ ବୟସରେ ଆରମ୍ଭ।
2. Jr KG @ 5 ବର୍ଷ ବୟସରେ
3. Sr KG @ 6 ବର୍ଷ ବୟସରେ
4. Std-I @ 7 ବର୍ଷ ବୟସରେ
5. Std-II @ 8 ବର୍ଷ ବୟସରେ
*3 ବର୍ଷ ପ୍ରସ୍ତୁତି*
6. Std-III @ 9 ବର୍ଷ ବୟସରେ
7. Std-IV @ 10 ବର୍ଷ ବୟସରେ
8. Std-V @ 11 ବର୍ଷ ବୟସରେ
*3 ବର୍ଷ ମଧ୍ୟମ*
9. Std -VI @ 12 ବର୍ଷ ବୟସରେ
10.Std- VII @ 13 ବର୍ଷ ବୟସରେ
11.Std-VIII @ 14 ବର୍ଷ ବୟସରେ
*4 ବର୍ଷ ମାଧ୍ୟମିକ*
12.Std-IX @ 15 ବର୍ଷ ବୟସରେ
13.Std-X (SSC) @ 16 ବର୍ଷ ବୟସରେ
14.Std-XI (FYJC) @ 17 ବର୍ଷ ବୟସରେ
15.STD-XII (SYJC) @ 18 ବର୍ଷ ବୟସରେ
*ବିଶେଷ ବିନ୍ଦୁ:-*
■ ଦଶମରେ ଆଉ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ।
Std-5 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ । ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ ।
● ପୂର୍ବରୁ ଦଶମରେ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ।
◆ ନବମ(9) ରୁ ଦ୍ୱାଦଶ(12) ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାରରେ ପରୀକ୍ଷା ଅନୁଷ୍ଠିତ ହେବ | ବିଦ୍ୟାଳୟ ଶିକ୍ଷା 5 + 3 + 3 + 4 ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ ।
★କଲେଜରେ 3 ବର୍ଷର ଡିଗ୍ରୀ କୋର୍ଷ ଏବେ 4 ବର୍ଷର ଅବଧିର ହେବ । କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା ନେବାକୁ ଚାହାନ୍ତି ନାହିଁ ସେମାନଙ୍କୁ 3 ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳିବ। ଯେଉଁମାନେ ଗୋଟିଏ ବର୍ଷ ଡିଗ୍ରୀ କୋର୍ଷ କରିବେ ସେମାନଙ୍କୁ ସ୍ନାତକ ପ୍ରଥମ ବର୍ଷରେ ସାର୍ଟିଫିକେଟ୍, ଦ୍ୱିତୀୟ ବର୍ଷରେ ଡିପ୍ଲୋମା ଏବଂ ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ପାଇବେ ।
4 ବର୍ଷ ଡିଗ୍ରୀ କରିଥିବା ଛାତ୍ରମାନେ ଗୋଟିଏ ବର୍ଷରେ MA କରିବାକୁ ସକ୍ଷମ ହେବେ । ଅର୍ଥାତ MA ର ଗୋଟିଏ ବର୍ଷ ଡିଗ୍ରୀରେ ମିଶାଇ ଦିଆଗଲା।
● MA ଛାତ୍ରମାନେ ଆଉ M. Phil ନ କରି ସିଧାସଳଖ PHD କରିବାକୁ ସକ୍ଷମ ହେବେ । M.Phil ବନ୍ଦ ହେବ ।
★ଛାତ୍ରମାନେ ବିଜ୍ଞାନରୁ-କଳା-କଳାରୁ- ବାଣିଜ୍ୟ ଏପରି ଯେତେବେଳେ ଯେଉଁ କୋର୍ଷକୁ ପରିବର୍ତ୍ତନ କରିବାକୁ ଚାହିଁବେ କରି ପାରିବେ। ମଧ୍ୟରେ ଅନ୍ୟ ପାଠ୍ୟକ୍ରମ କରିବାକୁ ସକ୍ଷମ ହେବେ | ନୂତନ ଶିକ୍ଷା ନୀତି ଅନୁଯାୟୀ, ଯଦି ଜଣେ ଛାତ୍ର ଗୋଟିଏ ପାଠ୍ୟକ୍ରମ ମଧ୍ୟରେ ଅନ୍ୟ ଏକ ପାଠ୍ୟକ୍ରମ କରିବାକୁ ଚାହାଁନ୍ତି, ତେବେ ସେ ସୀମିତ ସମୟ ପାଇଁ ପ୍ରଥମ ପାଠ୍ୟକ୍ରମରୁ ବିରତି ନେଇ ଦ୍ୱିତୀୟ ପାଠ୍ୟକ୍ରମ କରିପାରିବେ |
Higher Education ବା ଉଚ୍ଚଶିକ୍ଷାରେ ମଧ୍ୟ ଅନେକ ସଂସ୍କାର କରାଯାଇଛି। ସଂସ୍କାରଗୁଡ଼ିକରେ ଗ୍ରେଡ୍ ଏକାଡେମିକ୍, ପ୍ରଶାସନିକ ଏବଂ ଆର୍ଥିକ ସ୍ୱାଧୀନତା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମ ଆରମ୍ଭ ହେବ। ଭର୍ଚୁଆଲ୍ ଲ୍ୟାବ୍ ବିକଶିତ ହେବ । ଏକ ଜାତୀୟ ଶିକ୍ଷାଗତ ବୈଜ୍ଞାନିକ ଫୋରମ୍ (NETF) ଆରମ୍ଭ ହେବ । ଏବେ ଦେଶରେ 45 ହଜାର କଲେଜ ଅଛି । ସମସ୍ତ ଅନୁଷ୍ଠାନ, ସରକାରୀ, ବେସରକାରୀ ଏବଂ ବିବେଚିତ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ ।
Posted by: Chinmaya Rout
|| Posted time: 12/15/2024 07:37:27 PM
The nature of dreams ✨🌸
Dreams are sequences of images, ideas, emotions, and sensations that usually occur involuntarily in the mind during certain stages of sleep. They are a universal human experience, occurring in everyone.
Dreams can be vivid and detailed, or vague and fleeting. They can be pleasant or disturbing, and can range from realistic to bizarre. Dreams can be influenced by our experiences, thoughts, and emotions.
There are many different theories about why we dream. Some theories suggest that dreams help us to process information and memories, while others suggest that dreams are a way for our brains to release emotions.
Dreams can be a source of inspiration, creativity, and insight. They can also be a source of confusion, anxiety, and fear. If you have recurring nightmares or dreams that are causing you distress, it is important to talk to a doctor or therapist.
Posted by: Subhashree Rout
|| Posted time: 12/05/2024 10:25:39 PM
Buller fact
"THERE ARE NO TRANS FAT IN BUTTER AND IT ALSO CONTAINS VITAMIN A, E, D AND K. LOOKING YOUNGER IS A LOT EASIER THAN YOU THINK!"
L'ATELIER BEURRE
Posted by: Subhashree Rout
|| Posted time: 12/05/2024 09:07:54 PM
Did you know?
RUMOR HAS IT THAT A NOMAD MADE THE FIRST BATCH OF BUTTER BY ACCIDENT! HE TIED A BAG OF MILK TO HIS HORSE AND AFTER A DAY OF JOSTLING, DISCOVERED THE MILK HAD SOLIDIFIED. THESE DAYS, IT'S SIMPLY A PROCESS OF SEPERATING THE BUTTER FROM LIQUID!
L'ATELIER du BEURRE
Posted by: Subhashree Rout
|| Posted time: 12/05/2024 09:06:05 PM
A Butterfly
A man found a cocoon for a butterfly. One day a small opening appeared, he sat and watched the butterfly for several hours as it struggled to force its body through the little hole. Then it seemed to stop making any progress. It appeared as if it had gotten as far as it could and could go no farther. Then the man decided to help the butterfly.
He took a pair of scissors and snipped the remaining bit of the cocoon. The butterfly then emerged easily. Something was strange. The butterfly had a swollen body and shriveled wings. The man continued to watch the butterfly because he expected at any moment, the wings would enlarge and expand to be able to support the body, which would contract in time. Neither happened. In fact, the butterfly spent the rest of its life crawling around with a swollen body and deformed wings. It was never able to fly.
What the man in his kindness and haste did not understand, was that the restricting cocoon and the struggle required for the butterfly to get through the small opening of the cocoon are God's way of forcing fluid from the body of the butterfly into its wings so that it would be ready for flight once it achieved its freedom from the cocoon.
Sometimes struggles are exactly what we need in our life.
If God allowed us to go through all our life without any obstacles, that would cripple us. We would not be as strong as what we could have been. Not only that, we could never fly.
Posted by: Subhashree Rout
|| Posted time: 12/05/2024 08:57:35 PM
ଘରର ବାସ୍ତୁ ଦୋଷ ସର୍ବଦା ପାଇଁ ଦୂର କରନ୍ତୁ....
୧→ ଘରର ମଧ୍ୟ ଭାଗରେ ସର୍ବଦା ସଫା ସୁତୁରା ରଖନ୍ତୁ, ଏହି ସ୍ଥାନରେ ଅଧୂକ ଭାରି ଜିନିଷ ରଖନ୍ତୁ ନାହିଁ !
୨→ ଘରେ ଫୁଲଦାନୀ ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ ! ଏହାଦ୍ବାରା ସକାରାତ୍ମକ ଭର୍ଜା ସଂଚାର ହୋଇଥାଏ !
୩→ ଦର୍ପଣକୁ ଘରର ପୂର୍ବ ଏବଂ ଉତ୍ତର ଦିଗର କାନ୍ଥରେ ଲଗାଇବା ଉଚ୍ଚିତ ଏହା ଦ୍ବାରା ଧନ ବୃଦ୍ଧି ହୋଇଥାଏ !ମୁଖ୍ୟ ଦ୍ବାରରେ ଦର୍ପଣ କିମ୍ବା କାଚରେ ନିର୍ମିତ କୌଣସି ପ୍ରକାରର ବସ୍ତୁ ରଖନ୍ତୁ ନାହିଁ !
୪→ ଲିଭିଂଗ ରୁମରେ ଟିଭି,ମ୍ୟୁଜିକ ସିଷ୍ଟମ ଆଦି ଉପକରଣ ରଖୁବା ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗ ଉତ୍ତମ ଅଟେ !
୫→ ପରିବାର ଫୋଟ ଫ୍ରେମ ସର୍ବଦା
ଉତ୍ତର ଏବଂ ପୂର୍ବ ଦିଗ ଆଡକୁ ଲଗାନ୍ତୁ ! ଏହା ଦ୍ବାରା ପରିବାରରେ ମିଳାମିଶା, ସ୍ନେହ, ଶ୍ରଦ୍ଧା ବଢିଥାଏ !
Posted by: Subhashree Rout
|| Posted time: 12/01/2024 09:10:01 PM
କଥା-ସାହିତ୍ୟ
କଥା-ସାହିତ୍ୟ ସାଧାରଣତଃ ଅନେକ ସ୍ଥଳରେ ନରନାରୀଙ୍କ ହୃଦୟଗତ ସମ୍ବନ୍ଧ ଘେନି ଘଣ୍ଟା ଚକଟା କରିଥାଏ । ଏହି ସାହିତ୍ୟ ମଧ୍ୟଦେଇ ପରିବାର, ସମାଜ ଓ ଦେଶର ଗୋଟିଏ ଚିତ୍ର ଦେବାର ଅଥବା ସେଗୁଡ଼ିକର ଗୁଡ଼ିକର ଆଦର୍ଶ ପନ୍ଥାର ଗୋଟିଏ ନିର୍ଦ୍ଦେଶ ବ୍ୟବସ୍ଥା କରିବାର ଅଭିଳାଷ ପ୍ରତ୍ୟେକ ସାହିତ୍ୟ ବୀରଙ୍କର ଥିବା ବାଞ୍ଛନୀୟ । ଏହି ମହତ୍ ଅନୁଷ୍ଠାନର କଳ୍ପନାକୁ ଉପନ୍ୟାସର କିମ୍ବା କଥା ସାହିତ୍ୟର ନାୟକ ନାୟିକା ଚରିତ୍ରର ମାର୍ଗ ଦେଇ ସାହିତ୍ୟକ୍ଷେତ୍ରରେ ଉପସ୍ଥାପିତ କଲେ ତାହା ସହଜରେ କା କାର୍ଯ୍ୟକାରୀ ହୁଏ ଏ । ସମାଜର ମନୁଷ୍ୟଚରିତ୍ର ଅଧୟନ କରି ତାହାର ମହତ୍ ଓ ମହନୀୟ ଅଂଶଟିକୁ ଅଧ ଅଧିକତର ଉଜ୍ଜ୍ଵଳ କରି କଥା- ଜ୍ଵଳ କରି କଥା- ସାହିତ୍ୟରେ ଅଙ୍କନ କଲେ ଜନସାଧାରଣ ତାହାର ଚିତ୍ରରେ ଆକୃଷ୍ଟ ହୁଅନ୍ତି ଅନ୍ତି ।
ଜଗତର ସ୍ଵାଭାବିକ ଗତି ଉନ୍ନତି ଆଡ଼କୁ । ମନୁଷ୍ୟ ରାଷ୍ଟ୍ର, ସମାଜ 23 ପରିବାରରେ ରେ ଏହି ଉନ୍ନତିବି ତିବିଧାନ ପାଇଁ ଯଥାସାଧ୍ଯ ଚେଷ୍ଟା 6 କରି ଆସୁଅଛି। କେହି ଯେ ପବେ ଶୁଷ୍କ ଭାଷାରେ ଶିକ୍ଷା ଉନ୍ନତିମାର୍ଗରେ ଚାଲିବା ସକାଶେ ଉପଦେଶ ଦେବାକୁ ଦଣ୍ଡାୟମାନ ହୁଅନ୍ତି, ତେବେ ତାଙ୍କର ବାଣୀ ମନୁସଂହିତା, ଗୀତା, ବାଇବେଲ୍, କୋରାନ ନ ପ୍ରଭୃତିର ନୂତନ ସ ସଂସ୍କରଣ ହୋଇ ଧର୍ମଗ୍ରନ୍ଥର ଗ୍ରନ୍ଥର ସଂଖ୍ୟା ବଢ଼ିବ ମାତ୍ର; ପ୍ରକୃତ ସାହିତ୍ୟ କହିଲେ ଯାହା ବୁଝିଥାଉଁ ତହିଁର କୌଣସି ଅଙ୍ଗଲାଭ ହେବ ନାହିଁ ସାଧାରଣଙ୍କ ଚିନ୍ତ ଚିତ୍ତକୁ ମଧ୍ଯ ସେହି ଧର୍ମବାଣୀ ସହଜରେ ଆକୃଷ୍ଟ କରି ପାରିବ ନାହିଁ । ଯେଉଁ କ୍ଷା ଆମୋଦ ଓ ଆନନ୍ଦ ଦାନ କରେ, ତାହା ହିଁ ମନ ମଧ୍ୟରେ ସ୍ଥାୟିତ୍ୱ ଲାଭ ଲାଭ କରି କାର୍ଯ୍ୟକାରୀ ହୋଇଥାଏ । ଶିଶୁମାନଙ୍କୁ ଯେପରି ଗଳ୍ପ କିମ୍ବା ଉପକଥା ମାର୍ଗରେ ମାନବଜୀବନର ମହତ୍ତ୍ବ ଏକ କର୍ତବ୍ୟ ଶିକ୍ଷା ଦିଆଯାଇଥାଏ, ସେହିପରି ସମାଜ, ଦେଶ କିମ୍ବା ପରିବାରର ଆଦର୍ଶ କଥା- ସାହିତ୍ୟର ଆଖ୍ୟାନମାର୍ଗରେ ସାଧାରଣ ମନୁଷ୍ୟ ନିକଟରେ ଫୁଟାଇ ଟାଇବାକୁ ହୋଇଥାଏ । ରାମାୟଣର ପ୍ରତିପାଦ୍ୟ ହିତବାଣୀ କି କିମ୍ବା ଆଦର୍ଶ ଯେବେ ରାମ, ଲକ୍ଷ୍ମଣ, ସୀତା କିମ୍ବା ରାବଣ ବିଭୀଷଣଙ୍କର ଗନ୍ତ୍ରାଂଶରୂପେ ପ୍ରକଟିତ ନ ହୋଇ ଧର୍ମସଭାର ବକ୍ତୃତା ଭଳି ପ୍ରଚାରିତ ହୋଇଥାଆନ୍ତା, ତେବେ ତାହା ଆମ୍ଭମାନଙ୍କୁ ଚିରକାଳ ଏଭଳି ଭାବରେ ରସାସ୍ତ୍ତ ଓ ନିୟନ୍ତ୍ରିତ କରିବା ଦୂରେ ଥାଉ, ତାହା କେଉଁ କାଳରୁ କାଳ ସାଧାରଣଙ୍କ ହୃଦୟରୁ ଲୁପ୍ତ ହୋଇ ଯାଇଥାନ୍ତା । ସଂସାରରେ ଭାବଜଗତର ଅବାସୀଙ୍କ ପରିମାଣ ଅତ୍ୟଳ୍ପ । ସାଧାରଣତଃ କହିବାକୁ ଗଲେ ଜନ ସାଧାରଣ ବାସ ବାସ୍ତବ ଇତିହାସଠାରୁ କାଳ୍ପନିକ ଘଟଣାରେ ହିଁ ଅଧୁକ ଆନନ୍ଦ ଲାଭ କରନ୍ତି । ଯାହା ଚକ୍ଷୁ ସମକ୍ଷରେ ଘଟିଥାଏ, ତହିଁର ଇତିହାସ ଇତିହାସ କିମ୍ବା କାହାଣୀ ମନୁଷ୍ୟକୁ ବେଶି ଆନନ୍ଦ ଦାନ କରି ନ ମନୁଷ୍ୟ ଚରିତ୍ରର ଅନ୍ତର୍ଗତ ନୁହେଁ, ଏଭଳି କଥା ହିଁ ସାଧାରଣତଃ ମନୁଷ୍ୟ ଶୁଣିବାକୁ ସମୁତ୍ସୁକ ହୋଇଥାଏ ଥାଏ । ମନୁଷ୍ୟ କେବଳ ଜ୍ଞାନର କଥା, ଗବେଷଣା କିମ୍ବା ଉପଦେଶର ଧୈର୍ଯ୍ୟକୁ ଅଧିକ କ୍ଷଣ ସ୍ଥିର ରଖିପାରେ ନାହିଁ; ସୁତରାଂ ମନୁଷ୍ୟ ଯାହା ାହିଁ ତାହାକୁ ମହତ୍ତର ସମ୍ବାଦ ଦେବା ଆବଶ୍ୟକ ହୁଏ । ପରିବାରରେ, ର୍ବତ୍ର ହିଁ ସାଧାରଣ ରଣ ମନୁଷ୍ୟର ର ଆଧିକ୍ୟ ଏବଂ ଆଧୂପତ୍ୟ ଅଧିକ; ପାରେ । ଯାହା ସାଧାରଣ ମନୁ । କଥା ଶୁଣିବା ସମୟରେ ସୁଖ ପାଏ, ତହିଁ ଦ୍ବାରା ହିଁ ସମାଜରେ ଏବଂ ଦେଶରେ ସର୍ବତ୍ର
Posted by: Subhashree Rout
|| Posted time: 12/01/2024 08:59:26 PM